କିଭଳି ଚାଲିଛି ସରକାରଙ୍କ ଲୋକାଭିମୁଖୀ ଯୋଜନା ! ଗରୀବଙ୍କୁ ମିଳୁଛି କି ନିରାମୟରେ ଔଷଧ?

24

କନକ ବ୍ୟୁରୋ : ନିରାମୟ । ନବୀନ ସରକାରଙ୍କ ଏକ ଲୋକପ୍ରିୟ ଯୋଜନା । ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ଏହି ଯୋଜନା ଏବେ ସାରା ରାଜ୍ୟରେ କାମ କରୁଛି । ଉଦ୍ଦେଶ୍ୟ, ରୋଗୀଙ୍କୁ ମାଗଣାରେ ଔଷଧ ଦେବା । ହେଲେ କେମିତି କାମ କରୁଛି ରାଜ୍ୟ ସରକାରଙ୍କ ଏହି ଯୋଜନା? କେତେ ଲାଭବାନ ହେଉଛନ୍ତି ଲୋକେ? ହସପିଟାଲରେ ମାଗଣା ଔଷଧ ମିଳୁଛି ନା ରୋଗୀ ବାହାରୁ ଦାମୀ ମେଡିସିନ୍ କିଣୁଛନ୍ତି? ରାଜ୍ୟରେ ନିରାମୟ ଯୋଜନାର ବାସ୍ତବ ସ୍ଥିତି କଣ? ଦେଖନ୍ତୁ ଏହି ରିପୋର୍ଟ ।