ନିରାମୟର ନିରାଟ ସତ ! ହସ୍ପିଟାଲରେ ଅଛି ବିତରଣ କେନ୍ଦ୍ର ହେଲେ ଔଷଧର ଅଭାବ

56

କନକ ବ୍ୟୁରୋ : ଉପକୂଳରୁ ଉପାନ୍ତ । ପଲ୍ଲୀରୁ ରାଜଧାନୀ । ସବୁଠି ଆରମ୍ଭ ହୋଇଛି ସରକାରଙ୍କ ନିରାମୟ ଯୋଜନା । ହସପିଟାଲରେ ଔଷଧ ବିତରଣ କେନ୍ଦ୍ର ଖୋଲାଯାଇଛି ସତ ହେଲେ ସେଠାରେ ଔଷଧର ଅଭାବ । ବାଧ୍ୟ ହୋଇ ଶହ ଶହ ଟଙ୍କାର ମେଡିସିନ୍ ବାହାରୁ କିଣାହେଉଛି । ଦିନକୁ ଶହେ ଟଙ୍କା ରୋଜଗାର କରି ପରିବାର ପୋଷୁଥିବା ଜଣେ ଗରିବକୁ ଯଦି କିଛି ରୋଗ ହୋଇଗଲା ତେବେ ଅବସ୍ଥା ସାଂଘାତିକ । ଦେଖନ୍ତୁ ଅସ୍ତରଂଗରୁ ଆମର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।