ନବୀନଙ୍କ ୧୭ ବର୍ଷ ଶାସନରେ ସବୁଠାରୁ ବଡ ରାଜନୈତିକ ହଟଚମଟ ! ଏକାବେଳେ ଇସ୍ତଫା ଦେଲେ ୯ ମନ୍ତ୍ରୀ

81

କନକ ବ୍ୟୁରୋ : ୯ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଖାଦ୍ୟ ଯୋଗଣ ମନ୍ତ୍ରୀ ସଂଜୟ ଦାସ ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମନ୍ତ୍ରିମଣ୍ଡଳରୁ ବିଦା ହୋଇଛନ୍ତି ଅରୁଣ ସାହୁ । ପଂଚାୟତିରାଜ ଓ ଆଇନ ମନ୍ତ୍ରୀ ପଦରୁ ଅରୁଣ ସାହୁ ଇସ୍ତଫା ଦେଇଛନ୍ତି । ସେହିପରି ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ଏମଏସଏମଇ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ରୀଡା ମନ୍ତ୍ରୀ ସୁଦାମ ମାରାଣ୍ଡି, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –