ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣା : ନିରପେକ୍ଷ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ

34

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ଘଟଣା । ନିରପେକ୍ଷ ତଦନ୍ତ ଦାବିକଲେ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ । ପୁରୀ ଏସପି ଖାମଖିଆଲି ବିବୃତି ଦେଇଛନ୍ତି । ପୁରୀ ଏସପିଙ୍କ ଖାମଖିଆଲି ବିବୃତି ଯୋଗୁଁ ଏଭଳି ଘଟଣା ଘଟିଛି । ଏସପିଙ୍କୁ ତୁରନ୍ତ ନିଲମ୍ବନ କରାଯାଉ ।