ନୀଳାଦ୍ରି ବିଜେ ବିଭ୍ରାଟ ପ୍ରସଙ୍ଗ : ୨ସେବାୟତ ଅଟକ ଏବଂ ଜଣେ ଗିରଫ

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଭ୍ରାଟ ପ୍ରସଙ୍ଗରେ ସିସିଟିଭି ଫୁଟେଜ ରୁ ୧୫ ଜଣ ଚିହ୍ନଟ ହୋଇଥିବା ସୂଚନା । ୨ ଜଣ ସେବାୟତଙ୍କୁ ଅଟକ ରଖି ପଚରାଉଚରା ଏବଂ ଆଉ ଜଣେ ସେବାୟତ ବାବିନା ପଢିହାରୀଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ । ଏନେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ ଦେଇଛନ୍ତି ସୂଚନା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁରୀ ପୁଲିସ ତନାଘନା ଜାରି ରଖିଛି ।