ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମାମଲା : ଆଉ ଜଣେ ସେବାୟତ ଗିରଫ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ମାମଲାରେ ଆଉ ଜଣେ ସେବାୟତ ରଘୁନାଥ ଖୁଂଟିଆ ଗିରଫ, ଏନେଇ ସୂଚନା ଦେଲେ ପୁରୀ ଏସପି ସାର୍ଥକ ଷଡଙ୍ଗୀ ।