ନିଳାଦ୍ରୀ ବିଜେ ବିଶୃଂଖଳା ପ୍ରସଙ୍ଗ : ଫେରାର ଅଭିଯୁକ୍ତ ସେବାୟତ ରବି ଦାସଙ୍କୁ ଅନ୍ତରୀଣ ଜାମିନ

22

କନକ ବ୍ୟୁରୋ : ନିଳାଦ୍ରୀ ବିଜେ ବିଶୃଂଖଳା ପ୍ରସଙ୍ଗ । ଫେରାର ଅଭିଯୁକ୍ତ ସେବାୟତ ରବି ଦାସଙ୍କୁ ଅନ୍ତରୀଣ ଜାମିନ। ସର୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ ।