କଂଟିଲୋ ନୀଳମାଧବ ପୀଠ ମହାନଦୀ ପଠାରେ ଓଲଟିଲା ବୋଟ୍ : ଅଳ୍ପକେ ବର୍ତିଲେ ଯାତ୍ରୀ

36

କନକ ବ୍ୟୁରୋ : ଅଳ୍ପକେ ବର୍ତିଲା ଜୀବନ । କଂଟିଲ ନୀଳମାଧବ ପୀଠ ମହନଦୀ ପଠାରେ ଭାରସାମ୍ୟ ହରାଇ ଓଲଟିଲା ବୋଟ୍ । ଏହି ବୋଟରେ ୮ଜଣ ଶିଶୁଙ୍କ ସମେତ ୧୮ଜଣ ଯାତ୍ରୀ ଥିଲେ । ତେବେ ବୋଟ୍ ଚାଳକ ଜଣକ ନାବାଳକ ଓ ଅପରିପକ୍ୱ ହୋଇଥିବାରୁ ଏହି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ଅଳ୍ପକେ ବର୍ତି ଯାଇଥିବା ଯାତ୍ରୀ ।