ମିଳିଲା ରାମଶିଆଳର ଫଟୋ ! ରାତିର ଅନ୍ଧାରରେ ମେଣ୍ଢା ଶିକାର କରୁଛି ଜଙ୍ଗଲୀ ଜନ୍ତୁ

4

କନକ ବ୍ୟୁରୋ : ମିଳିଲା ରାମଶିଆଳର ଫଟୋ, ହେଲେ ମିଳିଲାନି ରାମଶିଆଳ । ବନବିଭାଗର କ୍ୟାମେରା ଟ୍ରାପରେ କଏଦ ହୋଇଛି ରାମଶିଆଳର ଚିତ୍ର । ଯାହା ଲାଗିଛି କନକ ନ୍ୟୁଜ୍ ହାତରେ । ଘଂଚ ଜଙ୍ଗଲରେ ବନବିଭାଗ ଖଂଜିଥିବା କ୍ୟାମେରା ଟ୍ରାପରେ ଧରାପଡିଛି ନିଆଳି ମେଣ୍ଢା ମଡକର ଏହି ଖଳନାୟକ । କ୍ୟାମେରା ଟ୍ରାପ୍ ଲଗାଇ ରାମଶିଆଳର ଗତିବିଧି ଉପରେ ନଜର ରଖିଛି ବନବିଭାଗ । ହେଲେ ଧରାଦେଉନି ରାମଶିଆଳ ।

Comments are closed.