ମାତ୍ର ୫ମିନିଟରେ ହେବ ଚାର୍ଜ ! ବଜାରକୁ ଆସୁଛି ନୂଆ ସ୍ମାର୍ଟଫୋନ୍

47

ସ୍ମାର୍ଟ ଫୋନ୍ ବ୍ୟବହାରକାରୀଙ୍କ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ବ୍ୟାଟେରୀ । ଏହି ଫୋନର ବ୍ୟାଟେରୀ ଶୀଘ୍ର ଶେଷ ହୋଇଯାଏ ଏବଂ ଚାର୍ଜ ହେବା ପାଇଁ ନେଇଥାଏ ଅଧିକ ସମୟ । କିନ୍ତୁ ଏବେ ବଜାରକୁ ଆସୁଛି ଏକ ନୂଆ ସ୍ମାର୍ଟଫୋନ୍ ଯାହା ମାତ୍ର ୫ ମିନିଟରେ ଚାର୍ଜ ହେବ । ଆଜିର ବ୍ୟସ୍ତବହୁଳ ଜୀବନରେ ସମୟ ବଂଚାଇବା ଉଦ୍ଦେଶ୍ୟରେ ଏହି ଫୋନ୍ ତିଆରି କରାଯାଇଛି ।

ଏହି ସ୍ମାର୍ଟଫୋନ୍ ତିଆରି କରୁଥିବା କମ୍ପାନୀ ‘ଷ୍ଟୋରଡଟ୍’କହିଛି ମୋବାଇଲଟି ଆସନ୍ତାବର୍ଷ ବଜାରକୁ ଆସିବ । ସ୍ମାର୍ଟ ପଦ୍ଧତିରେ ତିଆରି ଏହି ମୋବାଇଲ ବ୍ୟାଟେରୀରେ ଏମିତି କିଛି ମ୍ୟାଟେରିଆଲ୍ ବ୍ୟବହାର କରାଯାଇଛି ଯାହା ଅନ୍ୟ ବ୍ୟାଟେରୀଠାରୁ ନିଆରା ।

ଏହା ସହ ପଢନ୍ତୁ ମୋଦି ସରକାରଙ୍କ ପୁଣି ଐତିହାସିକ ନିଷ୍ପତି ! ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ନେଲେ ବଡ ପଦକ୍ଷେପ