ପୁଣି ଅଲୋଡା ପାଲଟିଲା ଶିଶୁ କନ୍ୟା : ବାରିପଦା କୃଷ୍ଣଚନ୍ଦ୍ରପୁର ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

39

କନକ ବ୍ୟୁରୋ : ଜଙ୍ଗଲରୁ ମିଳିଲା ନବଜାତ ଶିଶୁ କନ୍ୟା । ବାରିପଦା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଜଣେ ମହିଳା ଝିଅଟିକୁ ପାଇଥିଲେ । ଉଦ୍ଧାର ପରେ ଶିଶୁକନ୍ୟାଙ୍କୁ ବାରିପଦା ମେଡ଼ିକାଲରେ ଭର୍ତି କରଯାଇଛି ।