କନ୍ଧମାଳ ଗୁଳିକାଣ୍ଡ ଘଟଣାର ତଦନ୍ତ ପାଇଁ ଓଡିଶାରେ ପହଂଚିଲା ଏନସିଏସଟି ଟିମ୍

37

କନକ ବ୍ୟୁରୋ : ଓଡିଶାରେ ପହଂଚିଲା ଏନସିଏସଟି ଟିମ୍ । ଆସନ୍ତାକାଲି କନ୍ଧମାଳ ଗସ୍ତ କରି ଗୁଳିକାଣ୍ଡ ଘଟଣାର ତଦନ୍ତ କରିବ ଏହି ଟିମ୍ ।