ନୟାଗଡ ବାଣ ବିସ୍ଫୋରଣ ଘଟଣା : ଘଟଣାସ୍ଥଳ ବୁଲି ଦେଖିଛନ୍ତି ନୟାଗଡ ଏସଡିପିଓ

30

ନୟାଗଡ : ନୟାଗଡ ଇଟାମାଟି ବାଣ କାରଖାନା ବିସ୍ଫୋରଣ  ଘଟଣାରେ ଛାନଭିନ ଜାରି ରଖିଛି ପୁଲିସ । କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ଆଉ ଏଥିପାଇଁ ଦାୟୀ କିଏ ସେ ସମ୍ପର୍କରେ ଜାଣିବା ପାଇଁ ନୟାଗଡ ଏସଡିପିଓ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ଏ ଘଟଣାରେ ଇଟାମାଟି ବାଣ କାରଖାନାର ମାଲିକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ, କାରଖାନାର କାଂଥ ମଧ୍ୟ ଭାଙ୍ଗି ଯାଇଛି । ନ୍ୟୁଜ ସହିତ ଦେଖନ୍ତୁ ଘଟଣାସ୍ଥଳର ସ୍ଥିତି ଏହି ଭିଡିଓରେ