ନୟାଗଡ ପଠାଣିସାମନ୍ତ ଶିଶୁ ଶିକ୍ଷା ବିଦ୍ୟାମନ୍ଦିରର ସ୍କୁଲ ବସ୍ ଦୁର୍ଘଟଣାଗସ୍ତ ! ୧୦ ଛାତ୍ରଛାତ୍ରୀ ଆହତ

28

କନକ ବ୍ୟୁରୋ : ନୟାଗଡରେ ଓଲଟିଲା ସ୍କୁଲ ବସ । ନୟାଗଡର ଗୋଳଗୋଳାରେ ଓଲଟିପଡିଛି ସ୍କୁଲବସ । ଏଥିରେ ୧୦ରୁ ଅଧିକ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାମ ଚାଲିଛି । ପଠାଣି ସାମନ୍ତ ଶିଶୁ ଶିକ୍ଷା ବିଦ୍ୟାମନ୍ଦିରର ବସ ଓଲଟିପଡିବା ଫଳରେ ଏହି ଦୁର୍ଘଟଣା ଘଟିଛି ।