ପୁଲିସକୁ ପିଟିଲେ ଗାଁ ଲୋକେ ! ନୟାଗଡ ଗୁଡୁପାଙ୍ଗି ଗାଁରେ ରାସ୍ତା କାମ ନିର୍ମାଣ ନେଇ ପୁଲିସ–ଗ୍ରାମବାସୀ ମୁହାଁମୁହିଁ

35

କନକ ବ୍ୟୁରୋ : ପୁଲିସକୁ ପିଟିଲେ ଗାଁ ଲୋକେ । ନୟାଗଡ ସଦର ଥାନା ଗୁଡୁପାଙ୍ଗିିି ଗାଁରେ ପୁଲିସକୁ ଆକ୍ରମଣ । ରାସ୍ତା ନିର୍ମାଣ କାମକୁ ନେଇ ପୁଲିସ ଓ ଗ୍ରାମାବାସୀ ମୁହାଁମୁହିଁ ହୋଇଛନ୍ତି । ଗାଁ ଲୋକଙ୍କ ଆକ୍ରମଣରେ ୩ ଜଣ ପୁଲିସ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପୁଲିସ ମୁତୟନ କରଯାଇଛି ।