ନୟାଗଡ : ନୟାଗଡ ଦଶପଲ୍ଲା ଦୁର୍ଗାବଜାରରେ ବୋମାମାଡ । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ , ୩ ଜଣ ଗୁରୁତର ହୋଇଛନ୍ତିି । ମେଡିସିନ୍ ଦୋକାନ ଉପରକୁ ଦୁବୁର୍ତ ବୋମାମାଡ କରିଛନ୍ତି । ଗୁରୁତର ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।