ବାଣ କାରଖାନାରେ ବିସ୍ଫୋରଣ : ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ଆହତ

36

ନୟାଗଡ : ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ। ନୟାଗଡ ଇଟାମାଟିର ଏକ ବାଣ ଫ୍ୟାକ୍ଟିରେ ବିସ୍ଫୋରଣ ହୋଇଛି । ଏହି ଘଟଣାରେ ୧୦ରୁ ଅଧିକ ଆହତ ଥିବା ସୂଚନା । ବାଣ ତିଆରି ବେଳେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ –