ବିଗ୍‌ ବିଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବିକିନି ଫଟୋ ସେୟାର୍‌ କରି ପୁଣି ଚର୍ଚ୍ଚାରେ

1

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ବଲିଉଡର ସବୁଠୁ ଲୋକପ୍ରିୟ ଷ୍ଟାର୍‌ କିଡ୍‌ । ବେଶ୍‌ କିଛି ଦିନ ହେବ ଚର୍ଚ୍ଚା ହେଉଛି ଯେ ନବ୍ୟା ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିବେ । ଏହାକୁ ନେଇ ଚର୍ଚ୍ଚାରେ ଅମିତାଭଙ୍କ ନାତୁଣୀ ନବ୍ୟା ଏବେ କିନ୍ତୁ ନିଜର ହଟ୍‌ ବିକିନି ଫଟୋ ଇଣ୍ଟରନେଟରେ ସେୟାର୍‌ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଖବରଟି “ଅମର-ଉଜାଲା’ରେ ପ୍ରକାଶିତ ହୋଇଛି ।

ସେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ତାଙ୍କୁ ନୀଳ ରଙ୍ଗର ବିକିନିରେ ଦେଖିବାକୁ ମିଳିଛି । ସେ ତାଙ୍କର ପରିବାର ଏବଂ ସାଙ୍ଗମାନଙ୍କ ସହିତ ଛୁଟି କାଟିବା ଲାଗି ଯାଇଥିଲୋ ଏହି ସମୟର ଫଟୋ ସେ ପୋଷ୍ଟ କରିଛନ୍ତି ।

ନିକଟରେ ସେ ତାଙ୍କ ୧୯ ତମ ଜନ୍ମ ଦିବସ ପାଳନ କରିଛନ୍ତି । ନବ୍ୟା ତାଙ୍କ ଜନ୍ମ ଦିବସ ଅବସରରେ ସାଙ୍ଗ ମାନଙ୍କ ସହ ଖୁବ ଧୁମଧାମରେ ପାର୍ଟି ଉପଭୋଗ କରିଛନ୍ତି । ଉକ୍ତ ପାର୍ଟିରେ ତାଙ୍କ ବିନ୍ଦାସ ଲୁକ ଦେଖିବାକୁ ମିଳିଥିଲା ।

Comments are closed.