ନୌସେନାର ମିଗ୍ ୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ । ଗୋଆ ତଟବର୍ତ୍ତୀ ସମୂଦ୍ର ନିକଟରେ ରୁଟିନ୍ ଉଡ଼ାଣ ହେଲା ଦୁର୍ଘଟଣା, ପାଇଲଟ୍ ସୁରକ୍ଷିତ ।
କନକ ବ୍ୟୁରୋ: ଗୋଆ ତଟବର୍ତ୍ତୀ ସମୁଦ୍ରରେ ରୁଟିନ୍ ଉଡ଼ାଣ ବେଳେ ଭାରତୀୟ ନୌସେନାର ଏକ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସକାଳ ପ୍ରାୟ ୧୦: ୩୦ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଇଲଟ୍ଜଣକ ନିରାପଦରେ ଦୁର୍ଘଟଣଗ୍ରସ୍ତ ବିମାନରୁ ବାହାରି ଆସିବାରେ ସମର୍ଥ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp