‘ଦ କପିଲ ଶର୍ମା’ ସୋକୁ ଅଲବିଦା କଲେ କ୍ରିକେଟର ନଭଜୋତ ସିଂ ସିଦ୍ଧୁ

50

ଟେଲି ଦୁନିଆର ଏକ ଚର୍ଚ୍ଚିତ ଖବର ଉପରେ ସମସ୍ତଙ୍କ ନଜର। କମେଡି କିଙ୍ଗ କପିଲ ଶର୍ମାଙ୍କ ସୋନି ଟିଭିରେ ପ୍ରସାରିତ ‘ଦ କପିଲ ଶର୍ମା’ ସୋକୁ ଅଲବିଦା କହିଛନ୍ତି ରାଜନେତା ତଥା କ୍ରିକେଟର ନଭଜୋତ ସିଂ ସିଦ୍ଧୁ । ଇନସର୍ଟ ନ୍ୟୁଜ୍ ଅନୁସାରେ ସିଦ୍ଧୁଙ୍କ ସ୍ତ୍ରୀ ନଭଜୋତ କୈାରଙ୍କ କହିବା ହେଲା ବର୍ତମାନ ସିଦ୍ଧୁ ପଂଜାବ ରାଜନୀତି ଉପରେ ଫୋକସ୍ କରୁଛନ୍ତି , ଏବଂ ସେଥିପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସିଦ୍ଧୁ ସମସ୍ତ ସୋର ରେକର୍ଡିଙ୍ଗ ମଧ୍ୟ ସାରିଛନ୍ତି । ଏହି ସୋରେ ସିଦ୍ଧୁଙ୍କ ସିଗନେଚର ଲାଇନ ‘ଠୋକୋ ତାଲି ’