ନବୀନଙ୍କ ଜିଲ୍ଲାୱାରୀ ସମୀକ୍ଷା ! ବିଜେଡି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦୁଝରର ନବନିର୍ବାଚିତ ପଂଚାୟତ ପ୍ରତିନିଧି

19

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଫଳାଫଳକୁ ନେଇ ଜିଲ୍ଲାୱାରୀ ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ । ଜିଲ୍ଲାର ପଂଚାୟତ ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ନବୀନ ପଟ୍ଟନାୟକ । ପଂଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ନେଇ ପ୍ରର୍ଯ୍ୟାୟ କ୍ରମେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସମୀକ୍ଷା କରୁଛନ୍ତି ନବୀନ । ଏହି କ୍ରମରେ ଆଜି କେନ୍ଦୁଝରର ନବନିର୍ବାଚିତ ପଂଚାୟତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଧାୟକ, ମନ୍ତ୍ରୀ ଓ ସାଂସଦ ସାମିଲ ହୋଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –