ବଦଳିଗଲେ କି ନବୀନ ! ପଂଚାୟତ ନିର୍ବାଚନ ପରେ ନବୀନଙ୍କ ଆଚରଣରେ ଦେଖିବାକୁ ମିଳୁଛି ପରିବର୍ତନ

16

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପରେ ଧିରେ ଧିରେ ନବୀନଙ୍କ ଆଚରଣରେ ଏକ ବଡ ପରିବର୍ତନ ଦେଖିବାକୁ ମିଳୁଛି । ଆଜି ମୁଖ୍ୟମନ୍ତ୍ରୀ ପୁରୀ ଓ ବରଗଡ ଜିଲ୍ଲାର ନବ ନିଯୁକ୍ତ ପଂଚାୟତ ପ୍ରତିନିଧିଙ୍କ ସହ ଦଳ ସଂପର୍କରେ ପ୍ରାୟ ୨ ଘଂଟା ଧରି ଆଲୋଚନା କରିଛନ୍ତି । ଆଉ ଏହି ଆଲୋଚନାରେ ବେଶ୍ ଧୈର୍ଯ୍ୟର ସହ ପଂଚାୟତ ପ୍ରତିନିଧିଙ୍କ କଥା ବି ଶୁଣିଛନ୍ତି । ଆଲୋଚନା ପରେ ଦୂରରୁ ଆସିଥିବା ପ୍ରତିନିଧିମାନେ କହୁଥିଲେ, ବଦଳି ଗଲେ କି ନବୀନ ?

ଏହା ସହ ଦେଖନ୍ତୁ ଏହି ଭିଡିଓ –