ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ! ହାତଯୋଡି ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ

233

କନକ ବ୍ୟୁରୋ: ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ । ଦେଶରେ ଲୋକସଭା ଆସନ ପାଇଁ ଭୋଟ ଗଣତି ଚାଲିଥିବାବେଳେ ବିଜେପି ଆଗରେ ରହିଛି । ଏକଜିଟ ପୋଲ ରିପୋର୍ଟ ଜାହା ଆକଳନ କରିଥିଲା ସେହି ଆଧାରରେ ବିଜେପି ଆଗୁଆ ରହିଛି ।

ମୋଦିଙ୍କ ବିଜୟ ସମ୍ଭାବନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ଭାବବିହ୍ୱଳ ହୋଇ ସମସ୍ତଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇବା ସହ ପୁଅର ବିଜୟକୁ ନେଇ ଆଶ୍ୱସ୍ତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିବାର ମଧ୍ୟ ଏହାକୁ ନେଇ ଖୁସି ଜାହିର କରିଛନ୍ତି ।