ପାର୍ଟିର ପୁରୁଣା ସୈନିକ ! ସ୍ୱାଗତ ବେଳେ ପ୍ରତାପ ଷଡଙ୍ଗୀଙ୍କ ପାଖରେ ଅଟକି ଗଲେ ମୋଦି

101

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ପାଛୋଟି ଆଣିବା ପାଇଁ ଉପସ୍ଥିତ ଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସମେତ ବହୁ ବରିଷ୍ଠ ନେତା । ତାଙ୍କୁ ଉତରିୟ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଦନା ଦିଆଯାଇଥିଲା । ମୋଦି ସମସ୍ତଙ୍କ ସହ ହାତ ମିଳାଇ ଆଗକୁ ବଢି ବଢି ଚାଲିଥିବା ବେଳେ ହଠାତ୍ ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ ପାଖରେ ଅଟକି ଗଲେ । କାହିଁକି ଅଟକି ଗଲେ ମୋଦି, ପ୍ରତାପ ଷଡଙ୍ଗୀଙ୍କୁ କଣ କହିଲେ? ଏହାକୁ ନେଇ ଏବେ ଚର୍ଚ୍ଚା ।