ପିସିସିି ସଭାପତିଙ୍କ ସହ ମତଭେଦ ପ୍ରସଙ୍ଗରେ ମତ ରଖିଲେ ନରସିଂହ : କହିଲେ, ତାଙ୍କ ପଛରେ ଅଛନ୍ତି ହାଇକମାଣ୍ଡ

27

କନକ ବ୍ୟୁରୋ : ଦଳ ଭିତରେ ଏକାକୀ ନାହାଁନ୍ତି । ତାଙ୍କ ପଛରେ ରହିଛି ହାଇକମାଣ୍ଡଙ୍କ ସମର୍ଥନ । ନହେଲେ ସେ ଆଜି ବିରୋଧୀ ଦଳ ନେତା ହୋଇ ରହିନଥାନ୍ତେ । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କନକ ନ୍ୟୁଜକୁ ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ଦେଖନ୍ତୁ ଏହି ଭିଡିଓ –