ଗଡିଲା ନନ୍ଦିଘୋଷ ରଥ

93

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନନ୍ଦିଘୋଷରେ ପ୍ରଭୁ ଜଗନ୍ନାଥ । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଲା ପରେ , ଏବେ ନନ୍ଦିଘୋଷ ରଥକୁ ଟାଣୁଛନ୍ତି ଭକ୍ତ । ପ୍ରବଳ ଭକ୍ତି ଓ ଉତ୍ସାହ ଭକ୍ତଙ୍କ ମନରେ । ବଡଦାଣ୍ଡ ଉଠୁଛି ପଡୁଛି ହରିବୋଲ ଓ କରତାଳିରେ ।