ଗଡିଲା ନନ୍ଦିଘୋଷ : ଗୁଣ୍ଡିଚା ମନ୍ଦିର ଅଭିମୁଖେ କାଳିଆ ସାଆନ୍ତ

61

କନକ ବ୍ୟୁରୋ : ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ପରେ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଶ୍ରଦ୍ଧାଳୁ ଟାଣି ନେଉଛନ୍ତି ଗୁଣ୍ଡିଚା ମନ୍ଦିର ଅଭିମୁଖେ । ବିପୁଳ ଶ୍ରଦ୍ଧା ଓ ଭକ୍ତିର ସହ କଳାଠାକୁରଙ୍କ ରଥ ଭିଡିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।