ମାଲକାନଗିରିରେ ଶିଶୁ ମଡ଼କ : ଜାପାନୀଜ୍ ଏନ୍ସେଫାଲିଟିସ୍ ନେଲାଣି ୧୩ ଜୀବନ

95

vlcsnap-2016-09-23-18h26m30s162ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜାପାନୀଜ ଏନସେଫାଲାଟିସ ଆତଙ୍କ । ପାଲକୋଣ୍ଡା ଗାଁରେ ୭ ଦିନରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଆଜି ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ରୋଗରେ ବର୍ତମାନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୧୩ ଜଣ ଶିଶୁଙ୍କ ମୃତ୍ୟୁ ହେଲାଣି ।

୧୪ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ଅନେକ ଶିଶୁ ମଧ୍ୟ ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପ୍ରତିବର୍ଷ ମାଲକାନଗରି ଜିଲ୍ଲାରେ ଜାପାନୀଜ ଏନସେଫାଲାଟିସ ରୋଗରେ ୨୦ରୁ ୩୦ ଶିଶୁଙ୍କ ମୃତ୍ୟୁ ହେଉଛି ।

ଦେଖନ୍ତୁ ଏହି ଭିଡିଓ –