ସମ୍ବଲପୁର : ତିନିମାହାଳ ଛକରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା କାର, ୬ ଜଣ ଗୁରୁତର ଆହତ

62

କନକ ବ୍ୟୁରୋ : ସମ୍ବଲପୁରର ନାକଟିଦେଉଳ ଥାନା ତିନିମାହାଳ ଛକ ନିକଟରେ କାର ଦୁର୍ଘଟଣା ଘଟିଛି । ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି । ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।