ଡେରିରେ ପଶିଲା ଚେତା : ବିକାଶର ଅପହଂଚରେ ଥିବା ନଗଡାକୁ ଆରମ୍ଭ ହୋଇଛି ରାସ୍ତା କାମ

31

ନଗଡା : ଡେରିରେ ପଶିଲା ଚେତା । ବିକାଶର ଅପହଂଚରେ ଥିବା ଯାଜପୁର ନଗଡାକୁ ଆରମ୍ଭ ହୋଇଛି ରାସ୍ତା କାମ । ଅଶୋକଝରଠାରୁ ନଗଡା ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇଛି । ନଗଡାବାସୀଙ୍କୁ ରିଲିଫ ବଂଟନ କରାଯାଇଥିବା ଜଣାପଡିଛି । ସେପଟେ ଶିଶୁ ମଡକ ଘଟଣା ପ୍ରସଂଗରେ ସମୀକ୍ଷା ପାଇଁ କେନ୍ଦ୍ରାଂଚଳ ରାଜସ୍ୱ ଆୟୋଗ କାଳିଆପାଣିରେ ପହଚିଂଛନ୍ତି ।ଜିଲ୍ଳାର ସମସ୍ତ ଉଚ୍ଚପଦାଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରୁଛନ୍ତି ।