ସହରୀ ଚିକିତ୍ସା ଉପରୁ ତୁଟିଲା ଆସ୍ଥା : ଅସୁସ୍ଥ ଛୁଆଙ୍କୁ ଧରି ମୃତ୍ୟୁ ରାଇଜକୁ ଫେରିଗଲେ ନଗଡା ବାସୀ

42

ଯାଜପୁର, କନକ ନ୍ୟୁଜ୍ : ସହରୀ ଚିକିତ୍ସାକୁ ବିଶ୍ୱାସ କରି ପାରିଲାନି ପାହାଡି ମଣିଷ । ସରକାରଙ୍କ ଅହେତୁକ ଅନୁକମ୍ପା, ଯତ୍ନ ଓ ଚିକିତ୍ସାକୁ ଫୁ କରି ପିଲାଙ୍କୁ ନେଇ ପରିବାର ଲୋକେ ଫେରିଗଲେ ନିଜ ଇଲାକାକୁ । ଯାଜପୁର ଜିଲ୍ଲା ନଗଡାର ୧୯ ପିଲା ମରିଯିବା ପରେ ୨୨ ପିଲାଙ୍କୁ ଗାଁରୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲା ଜିଲ୍ଲା ପ୍ରଶାସନ। ହେଲେ ସେମାନଙ୍କ ମଧ୍ୟରୁ ଅତି ଗୁରୁତର ଗୋଟିଏ ପିଲା ଏବେ ମେଡିକାଲରେ । ଅନ୍ୟ ପିଲାଙ୍କୁ ନିଜ ଅଭିଭାବକମାନେ ଗାଁକୁ ନେଇ ଚାଲିଯାଇଛନ୍ତି। ହେଲେ ସେମାନେ କାହିଁକି ଫେରିଗଲେ , ସେ ଉତର ନାହିଁ ସରକାରଙ୍କ ପାଖରେ । ଦେଖନ୍ତୁ ଏହି ରିପୋର୍ଟ :