ନନ୍ଦନକାନନରେ ନୂଆ ଅତିଥି : ଚେନ୍ନାଇରୁ ଆସିଲା ୫ଟି କାଇମନ୍ କୁମ୍ଭୀର

23

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ‘ନନ୍ଦନକାନନ’ର ନୂଆ ଅତିଥି । ୫ଟି କାଇମନ୍ କୁମ୍ଭୀରକୁ ଅଣାଯାଇଛି ନନ୍ଦନକାନନକୁ । ଚେନ୍ନାଇର କ୍ରୋକୋଡାଇଲ ବ୍ୟାଙ୍କରୁ ଏହି କୁମ୍ଭୀରକୁ ଅଣାଯାଇଛି । ଏହା ବଦଳରେ ୪ ପାଣିଗୋଧିକୁ ଦେଇଛି ନନ୍ଦନକାନନ । ୫ଟି କୁମ୍ଭୀର ମଧ୍ୟରେ ୩ ମାଈ କୁମ୍ଭୀର ଥିବାବେଳେ ୨ଟି ଅଣ୍ଡିରା କୁମ୍ଭୀର ରହିଥିବା କହିଛନ୍ତି ନନ୍ଦନକାନନ କର୍ତୃପକ୍ଷ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –