ନବରଙ୍ଗପୁର ଝିଟକୋଗୁଡାରେ ମର୍ମନ୍ତୁଦ ବସ ଦୁର୍ଘଟଣା

46

ନବରଙ୍ଗପୁର : ନବରଙ୍ଗପୁର ଝିଟକୋଗୁଡାରେ ମର୍ମନ୍ତୁଦ ବସ ଦୁର୍ଘଟଣା । ବୌଦ୍ଧ ଆଠମଲ୍ଲିକ ବସ ଦୁର୍ଘଟଣାକୁ ୪ ଦିନ ନପୁରୁଣୁ ନବରଙ୍ଗପୁରରେ ଆଜି ପୁଣି ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଭାରସାମ୍ୟ ହରାଇ ବସଟି ଓଲଟିପଡିଥିବା ଜଣାପଡିଛି ।