ନବରଙ୍ଗପୁରରେ ପୁଣି ଲଜ୍ଜା : ଦୁଷ୍କର୍ମର ଶିକାର ନାବାଳିକା ଏବେ ୮ ମାସର ଗର୍ଭବତୀ

30

ନବରଙ୍ଗପୁରରେ : ବିଭିନ୍ନ ଘଟଣା ପାଇଁ ଚର୍ଚ୍ଚାରେ ରହୁଥିବା ନବରଂଗପୁର ଜିଲ୍ଲାରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକା ଏବେ ୮ ମାସର ଗର୍ଭବତୀ । ଦୁଷ୍କର୍ମ ପରେ ଜୀବନରେ ମାରି ଦେବାକୁ ଅଭିଯୁକ୍ତ ଧମକ ଦେଇଥିବାରୁ ଭୟରେ ଚୁପ୍ ରହିଥିଲା ନାବାଳିକା ଜଣକ। ଆଉ ଏବେ ଗର୍ଭବତୀ ଥିବା ପରିବାର ଲୋକେ ଜାଣିବା ପରେ ନ୍ୟାୟ ପାଇବା ଆଶାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ।