ଉମରକୋଟ ଆଇପିଏଲ ବେଟିଂ ପଛରେ ବଡ ବଡ ହସ୍ତି ,ଡାଏରୀ ଖୋଲିବ ଗୁମର

31

ନବରଙ୍ଗପୁର ବ୍ୟୁରୋ କନକ ନ୍ୟୁଜ୍ : ଉମରକୋଟ ଆଇପିଏଲ ବେଟିଂର ଗୁମର ଖୋଲିବାକୁ ପୋଲିସ ହାତରେ ଲାଗିଛି ବଡ ସୁରାକ । ଗିରଫ ବୁକିଙ୍କ ନିକଟରୁ ଜବତ ୩ଟି ଡାଏରୀ ଆଧାରରେ ଆରମ୍ଭ ହୋଇଛି ଛାନଭିନ । ଏଥିରେ ବହୁ ବଡବଡ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁ ଥିବା ପୋଲିସ ଜାଣିପାରିଛି । ସଂପୃକ୍ତି ପ୍ରମାଣିତ ହେଲେ କାହାରିକୁ ଛଡାଯିବ ନାହିଁ ବୋଲି ପୋଲିସ କହିଛି ।