ଦେଶକୁ ବଲାଙ୍ଗୀରରୁ ବାର୍ତା

1

ସାରା ଦେଶକୁ ବାର୍ତା ଦେଉଛନ୍ତି ବଲାଙ୍ଗୀରର ଜଣେ ମୁସଲମାନ୍ ଝିଅ । ଚାରିଆଡେ ଅସହିଷ୍ଣୁତା ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଅନ୍ୟ ଧର୍ମକୁ କେମିତି ସମ୍ମାନ ଦିଆଯାଏ ତାର ଉଦାହରଣ ପାଲଟିଛନ୍ତି ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ଫିର୍ଦୋଶ ବାନୋ । ଫିର୍ଦୋଶ ଖୁବ୍ ସୁନ୍ଦର ଭାବରେ ଆବୃତି କରୁଛନ୍ତି ଭଗବତ୍ ଗୀତାର ଶ୍ଲୋକ । କନକ ନ୍ୟଜରେ ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

Comments are closed.