ଭୁବନେଶ୍ୱର : ହତ୍ୟା ସ୍ୱପ୍ନ ଦେଖି ହତ୍ୟାକାରୀ ପାଲଟିଗଲା ଭାଇ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୃତ୍ୟୁ ଆଶଙ୍କାରେ ହତ୍ୟା । ଏମିତି ଏକ ଚାଂଚଲ୍ୟକର ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ହୋଟେଲରେ ରହୁଥିବା ସମୟରେ ଜଣେ ଭାଇ ତା ମାଉସୀ ପୁଅ ଭାଇକୁ ଆତି ନିର୍ମମ ଭାବେ ହତ୍ୟା କରିଛି । ତେବେ ଏ ସଂପର୍କର ହତ୍ୟା ପଛରେ କଣ ରହିଛି କାରଣ । ଅନୁସନ୍ଧାନ ବେଳେ କମିଶନରେଟ୍ ପୁଲିସ୍ ହାତରେ ଯେଉଁ ତଥ୍ୟ ଲାଗିଛି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି। ଦେଖନ୍ତୁ ପୁରା କାହାଣୀ।