ଆଜିଠୁ ପ୍ରଚାର ଆରମ୍ଭ ! ସମାଜବାଦି ପାର୍ଟି ଓ କଂଗ୍ରେସ ମେଂଟ ପାଇଁ ପ୍ରଚାର କରିବେ ସପା ସୁପ୍ରିମୋ ମୁଲାୟମ

55

କନକ ବ୍ୟୁରୋ: ଆଜିଠୁ ସମାଜବାଦି ପାର୍ଟି ଓ କଂଗ୍ରେସ ମେଂଟ ପାଇଁ ପ୍ରଚାର କରିବେ ସପା ସୁପ୍ରିମୋ ମୁଲାୟମ ସିଂ ଯାଦବ । ଗତକାଲି ଏନେଇ ସୂଚନା ଦେଇଛନ୍ତି ମୁଲାୟମ । ପୂର୍ବରୁ ମେଂଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ମୁଲାୟମ ଏବେ ପୁଅ ଅଖିଳେଶଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ନେଇ ସ୍ପଷ୍ଟ କରିଛନ୍ତି । ମେଂଟ ଗଠନ ପରେ ଅସନ୍ତୁଷ୍ଟ ଥିବା ମୁଲାୟମ ନିଜ ମନ ବଦଳାଇ ଏବେ ପ୍ରଚାର ପାଇଁ ଆଗେଇ ଆସିଛନ୍ତି ।