ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଣିଲେ ସାଂସଦ ଭର୍ତୃହରି ମହତାବ

40

କନକ ବ୍ୟୁରୋ : ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ । ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଣିଲେ ସାଂସଦ ଭର୍ତୃହରି ମହତାବ । ବ୍ୟାରେଜ ନିର୍ମାଣ ହେଲେ ଓଡିଶା ପ୍ରତି ବିପଦ ରହିଛି । ଓଡିଶାର ମତାମତ ନନେଇ ସିଡବ୍ଲ୍ୟୁସି ଅନୁମତି ଦେଇଥିବା କଥା କହିଛନ୍ତି ଭର୍ତୃହରି ।