ଲୁଲୁ ମହାପାତ୍ରଙ୍କ ବିୟୋଗରେ ସାଂସଦ ଭର୍ତୃହରି ମହତାବଙ୍କ ଶୋକ ପ୍ରତିକ୍ରିୟା

34

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଲୁଲୁ ମହାପାତ୍ରଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ବିଗତ ଦୁଇ ଦଶନ୍ଧି ଧରି ଯୁବପୀଢିଙ୍କ ପାଇଁ ଜଣେ ଆଦର୍ଶ ନେତା ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି,ସାଂସଦ ଭର୍ତୃହରି ମହତାବ । ସାଂସଦ ଭର୍ତୃହରି ମହତାବ କଣ କହିଛନ୍ତି ତାଙ୍କ ଶୋକ ବାର୍ତାରେ ଦେଖନ୍ତୁ ଏହି ଭିଡିଓରେ :