ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ମନ୍ତ୍ରୀଙ୍କୁ ଗିରଫ ଦାବିରେ ତାତିଲା ଛାତ୍ର କଂଗ୍ରେସ : ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ

26

କନକ ବ୍ୟୁରୋ : ଗିରଫ ଡାକ୍ତର ମୋତିଲାଲ ଗୌଡଙ୍କ ସହ ସଂପୃକ୍ତ ମନ୍ତ୍ରୀଙ୍କ ଗିରଫ ଦାବିରେ ତାତିଲା ଛାତ୍ର କଂଗ୍ରେସ । ନଗର ଉନ୍ନୟନ୍ନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଙ୍କ ଘର ଉପରକୁ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା ଓ ଟମାଟୋ ମାଡ କରାଯାଇଥିବା ଜଣାପଡିଛି । ସେହିପରି ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଛନ୍ତି ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ । ପୁଲିସ ୨୦ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ।