ମୋତିଲାଲଙ୍କୁ ୬ଦିନ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଂଚ୍

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୋତିଲାଲଙ୍କୁ ୬ଦିନ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଂଚ୍ । ୭ଦିନ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା କ୍ରାଇମ୍ ବ୍ରାଂଚ୍ । ତେବେ ଗତକାଲି ଗିରଫ ହୋଇଥିଲେ ମୋତିଲାଲ୍  ।