ମିଥ୍ୟା ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା ଠକେଇ ମାମଲା : ୩ ଜଣକୁ କ୍ରାଇମବ୍ରାଂଚର ପଚରାଉଚରା

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମିଥ୍ୟା ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା ଠକେଇ ମାମଲାରେ ୩ ଜଣଙ୍କୁ କ୍ରାଇମବ୍ରାଂଚ ଅଟକ ରଖିଛି । ଅଟକ ମାନଙ୍କ ମଧ୍ୟରେ ୨ ପାଥୋଲ୍ୟାବ ମାଲିକ ଓ ଜଣେ ମଧ୍ୟସ୍ଥି ଅଛନ୍ତି । କ୍ରାଇମବ୍ରାଂଚ ସେମାନଙ୍କୁ ପଚରାଉଚରା କରୁଛି । ସେପଟେ ମୋତିଲାଲ ଗୌଡ ମିଥ୍ୟା ବିଜ୍ଞପ୍ତି ତିଆରି କରିଥିଲେ ବୋଲି ସୂଚନା ଦେଇଛନ୍ତି ଫ୍ୟାକଟ୍ରିଜ୍ ଆଣ୍ଡ ବ୍ରଏଲର୍ସ ନିର୍ଦେଶକ । କିଛି ପାଥାଲ୍ୟାବକୁ ବିଜ୍ଞପ୍ତି ପଠାଇଥିଲେ । ନାଲକୋ ସହ ୬୩ ଲକ୍ଷର ଚୁକ୍ତି କରିଥିଲେ ।