ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମୋତିଲାଲ ଗୈାଡ ହାଜର

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମୋତିଲାଲ ଗୈାଡ ହାଜର । ରିମାଣ୍ଡ ଅବଧି ଶେଷ ପରେ ହାଜର କରାଗଲା । ୩ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ ।