ମା’ନା ପିଶାଚୀ : ନବଜାତ ଶିଶୁକୁ ତିନିମହଲା ଉପରୁ ଫିଙ୍ଗିଲା ଜନ୍ମକଲା ମା

29

vlcsnap-2016-09-06-15h42m05s390  ନବଜାତ ଶିଶୁକୁ ତିନିମହଲା ଉପରୁ ଫିଙ୍ଗିଲା ମା । ହୃଦୟବିଦାରକ ଏହି ଦୃଶ୍ୟ ଏବେ ସିସିଟିଭିରେ କଏଦ ହେବା ପରେ ଉତରପ୍ରଦେଶର କନୋଜ ଜିଲ୍ଲାରେ ଚର୍ଚ୍ଚା ।

ଜନ୍ମର ୧୮ ଦିନ ପରେ ଡାକ୍ତରଖାନାରେ ତିନିମହଲା ଉପରୁ ଫିଙ୍ଗିଥିବା ଜଣାପଡିଛି । ମୃତ୍ୟୁକୁ ମାତ ଦେଇ ଗୁରୁତର ଅବସ୍ଥାରେ ଆହତ ଶିଶୁଟି ଏବେ ଆଇସିୟୁରେ ଚିକିତ୍ସିତ ହେଉଛି । ଜନ୍ମିତ ଶିଶୁ ପୁତ୍ର ଭୟାବହ ସେପଟିସିମିଆ ରୋଗରେ ପୀଡିତ ଥିବା ଜଣାପଡିବା ପରେ ଜନ୍ମକଲା ମା ଏହି କାଣ୍ଡ ଘଟାଇଛି ।