ରେଳବାଇ ଠକେଇ ମାମଲାର ମୋଷ୍ଟ ୱାଂଟେଡ ବିଶ୍ୱନାଥ ସାହୁ ଗିରଫ

56

କନକ ବ୍ୟୁରୋ : ରେଳବାଇରେ ଚାକିରି ଦେବା ନାଁ ରେ ଠକେଇ ମାମଲା । ଏହି ମାମଲାରେ ମୋଷ୍ଟ ୱାଂଟେଡ ଥିବା ବିଶ୍ୱନାଥ ସାହୁଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସ । ତାଙ୍କ ନାରେ ୨ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା । ରେଳବାଇ ରେ ଚାକିରି ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିେଲ ବିଶ୍ୱନାଥ । ପୂର୍ବରୁ ଏହି ମାମଲାରେ ୪ ଜଣ ଗିରଫ ହୋଇଥିଲେ ।