ପୁରୀରେ ପ୍ରବଳ ବର୍ଷା ! ଅସରାଏ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ

16

କନକ ବ୍ୟୁରୋ : ପୁରୀରେ ପ୍ରବଳ ବର୍ଷା ହୋଇଛି । ଅସରାଏ ବର୍ଷାରେ ବଡଦାଣ୍ଡ ଉବୁଟୁବୁ ହେଉଛି । ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ ହୋଇଥିବା ବେଳେ ଅସରାଏ ବର୍ଷାରେ ଶ୍ରୀକ୍ଷେତ୍ରର ହାଲ୍ ବେହାଲ ହୋଇଛି । ଦେଖନ୍ତୁ କିଭଳି ଆଣ୍ଠୁଏ ପାଣି ଭିତରେ ବାଇକ୍ ଗୁଡିକ ରହିଛି । ଏହି ପଥରେ କାଲି ଗଡିବ ମହାପ୍ରଭୁଙ୍କ ରଥ ।