ରାଜ୍ୟବାସୀଙ୍କ ପାଇଁ ଖୁସି ଖବର ! ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ବାୟୁ ମୌସୁମୀ

56

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ବାୟୁ ମୌସୁମୀ । ପାଣିପାଗ ସ୍ୱାଭାବିକ ରହିଲେ ଜୁନ୍ ପ୍ରଥମ ସପ୍ତାହରୁ ରାଜ୍ୟରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆଜି ବି ରାଜ୍ୟରେ ପ୍ରବଳ ଖରା ଅନୁଭୁତ ହେଉଛି । ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜୀବନ ।