ପୁଣି ମାତିଲେ ମାଓବାଦୀ : ମାଲକାନଗିରି ସୀମାରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିିଁ

28

ମାଲକାନଗିରି : ସହିଦ ସପ୍ତାହ ପାଳନ ବେଳେ ଏନକାଉଂଟର । ମାଲକାନଗିରି ସୀମା ସୁକମା ଜିଲ୍ଲା ଭେଜି ଥାନା ଅଚଂଳରେ ଆଜି ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ତେବେ ଏଥିରେ କୋବ୍ରା ବାଟାଲିୟନର ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏହାପରେ ସଂପୃକ୍ତ ଅଂଚଳକୁ ଅତିରିକ୍ତ ଯବାନ ପଠାଯାଇଛି।