ବଜେଟ୍ ପୂର୍ବରୁ ମୋଦିଙ୍କ ମନ୍ କି ବାତ୍ ! ପରୀକ୍ଷାର୍ଥୀଙ୍କ ପାଇଁ ଦେଲେ ଉପାଦେୟ ପରାମର୍ଶ

26

କନକ ବ୍ୟୁରୋ : ବଜେଟ ପୂର୍ବରୁ ମୋଦିଙ୍କ “ମନ୍ କି ବାତ୍’। ୨୦୧୭ ବର୍ଷ ପାଇଁ ଆଜି ମୋଦି ପ୍ରଥମ ଥର ପାଇଁ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ ମନ୍ କି ବାତରେ ମନ କଥା କହିବେ । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ବୋର୍ଡ ପରୀକ୍ଷାର୍ଥୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଛନ୍ତି । ଗତ ସପ୍ତାହରେ ଟ୍ୱିଟ୍ ମାଧ୍ୟମରେ ପରୀକ୍ଷାର୍ଥୀ, ଶିକ୍ଷକ ଓ ଅଭିଭାବକଙ୍କଠୁ ମତାମତ ଲୋଡିଥିଲେ ମୋଦି ।